ମହାନଦୀ କୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା – ପିତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ମହାନଦୀ କୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ମହାନଦୀ ବିବାଦ କୁ ନେଇ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ, ଦାମୀ ଓକିଲ ପୋଷିବାକୁ ଯୋଜନା କରାଯାଇଥିଲା। ବିଜେପି ସରକାର
ମହାନଦୀ କୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା – ପିତାମ୍ବର ଆଚାର୍ଯ୍ୟ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ମହାନଦୀ କୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ମହାନଦୀ ବିବାଦ କୁ ନେଇ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଦାମୀ ଓକିଲ ପୋଷିବାକୁ ଯୋଜନା କରାଯାଇଥିଲା। ବିଜେପି ସରକାର ଆସିବା ପରେ ସମସ୍ୟାର ସମାଧାନ ପାଇଁ ପ୍ରାୟାସ ଆରମ୍ଭ କରିଛି। କେନ୍ଦ୍ରର ସରକାରଙ୍କ ମଧ୍ୟାସ୍ତତାରେ ସମାଧାନ ପାଇଁ ପ୍ରୟାସ। ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande