ଚୋରା ଦେଶୀ ମଦ ଭାଟିକୁ ଭାଙ୍ଗିଲା ବିଏମସିର ଟିମ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) - ଚୋରା ଦେଶୀ ମଦ ଭାଟିକୁ ଭାଙ୍ଗିଲା ବିଏମସିର ଟିମ। ଗତକାଲି ଅଭିଯୁକ୍ତ ଗିରଫ ପରେ ଆଜି ଭାଟିକୁ ଭଙ୍ଗାଯାଇଛି । 6 ଲିଟର ଆଇଡି ଲିକରକୁ ମାଟିରେ ମିଶାଇ ଦିଆଯାଇଛି। ଗତ କାଲି 4 ଜଣ ଆଜି ଆଉ 3 ଜଣ ଗିରଫ ହୋଇଛନ୍ତି । ---------------
ଚୋରା ଦେଶୀ ମଦ ଭାଟିକୁ ଭାଙ୍ଗିଲା ବିଏମସିର ଟିମ


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)

- ଚୋରା ଦେଶୀ ମଦ ଭାଟିକୁ ଭାଙ୍ଗିଲା ବିଏମସିର ଟିମ। ଗତକାଲି ଅଭିଯୁକ୍ତ ଗିରଫ

ପରେ ଆଜି ଭାଟିକୁ ଭଙ୍ଗାଯାଇଛି । 6 ଲିଟର ଆଇଡି ଲିକରକୁ ମାଟିରେ ମିଶାଇ ଦିଆଯାଇଛି। ଗତ କାଲି 4 ଜଣ ଆଜି ଆଉ 3 ଜଣ ଗିରଫ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande