ଓଡିଶା ରିସର୍ଚ୍ଚ ସେଣ୍ଟର୍ ଭୁବନେଶ୍ବର ଓ ଟାଟା ଇନଷ୍ଟିଚିୟୁଟ ଅଫ ସୋସିଆଲ ସାଇନ୍ସ ମୁମ୍ବାଇ ମଧ୍ୟରେ ସ୍ୱାକ୍ଷରିତ ହେବ ଏମଓୟୁ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଓଡିଶା ରିସର୍ଚ୍ଚ ସେଣ୍ଟର୍ ଭୁବନେଶ୍ବର ଓ ଟାଟା ଇନଷ୍ଟିଚିୟୁଟ ଅଫ ସୋସିଆଲ ସାଇନ୍ସ ମୁମ୍ବାଇ ମଧ୍ୟରେ ବୁଝମଣା ପତ୍ର ସ୍ୱାକ୍ଷରିତ ହେବ । 2024 ମସିହାରେ ଓଡ଼ିଶାର ଭାଷା, ସାହିତ୍ୟ,ସଂସ୍କୃତି ଓ ଓଡ଼ିଆର ଇତିହାସ ଉପରେ ଗବେଷଣା କରିବା ପା
ଓଡିଶା ରିସର୍ଚ୍ଚ ସେଣ୍ଟର୍ ଭୁବନେଶ୍ବର ଓ ଟାଟା ଇନଷ୍ଟିଚିୟୁଟ ଅଫ ସୋସିଆଲ ସାଇନ୍ସ     ମୁମ୍ବାଇ ମଧ୍ୟରେ ସ୍ୱାକ୍ଷରିତ ହେବ ଏମଓୟୁ


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଓଡିଶା ରିସର୍ଚ୍ଚ ସେଣ୍ଟର୍ ଭୁବନେଶ୍ବର ଓ ଟାଟା ଇନଷ୍ଟିଚିୟୁଟ ଅଫ ସୋସିଆଲ

ସାଇନ୍ସ ମୁମ୍ବାଇ ମଧ୍ୟରେ ବୁଝମଣା ପତ୍ର ସ୍ୱାକ୍ଷରିତ ହେବ । 2024 ମସିହାରେ ଓଡ଼ିଶାର ଭାଷା,

ସାହିତ୍ୟ,ସଂସ୍କୃତି ଓ ଓଡ଼ିଆର

ଇତିହାସ ଉପରେ ଗବେଷଣା କରିବା ପାଇଁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍ ଭୁବନେଶ୍ବରର ଶୁଭାରମ୍ଭ

କରାଯାଇଥିଲା । ଆଉ ଆଜି ସଆରସିଓ ଟିଆଇଏସଏସର ଏହି ବୁଝବଣା ପତ୍ର

ସ୍ବାକ୍ଷରିତ ହେବା ପରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍ ଭୁବନେଶ୍ବରର ,

ଟାଟା

ଇନଷ୍ଟିଚିୟୁଟ ଅଫ ସୋସିଆଲ ସାଇନ୍ସ ମୁମ୍ବାଇର ସହଜୋଗ ଓ ସହଭାଗିତାରେ ଓଡ଼ିଶାର ଭାଷା,

ସାହିତ୍ୟ,ସଂସ୍କୃତି ଓ ଓଡ଼ିଆର

ଇତିହାସକୁ ନେଇ ଗବେଷଣା କରାଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,

ଉଚ୍ଚ

ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ (ଓଆରସିନିର୍ଦେଶକ), ଆଇସିଏସଏସଆରର ମେମ୍ବର

ସେକ୍ରେଟେରୀ ପ୍ରଫେସର ଧନଞ୍ଜୟ ସିଂ,ଟିଆଇଏସଏସର କୁଳପତି ପ୍ରଫେସର ବଦ୍ରି

ନାରାୟଣ ତିୱାରୀଙ୍କ ସହ ଆଇଏମଏମଟିର ନିର୍ଦେଶକ ଡ. ରାମାନୂଜ ନାରାୟଣ

ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଏହି ଚୁକ୍ତି ପତ୍ର ସ୍ବାକ୍ଷରିତ ଅବସରରେ ଯୋଗ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande