ଆନ୍ଧ୍ର ପ୍ରଦେଶ କ୍ୟାବିନେଟ ସାର୍ବଜନୀନ ସ୍ୱାସ୍ଥ୍ୟ ନୀତିକୁ ଦେଲା ଅନୁମୋଦନ
ଅମରାବତୀ, ୦୪ ସେପ୍େଟମ୍ବର (ହିସ)- ଆନ୍ଧ୍ର ପ୍ରଦେଶ ସରକାର ଆୟୁଷ୍ମାନ ଭାରତ ଏବଂ ଏନଟିଆର ସେବା ଯୋଜନା ଅଧୀନରେ ଏକ ନୂତନ ସ୍ୱାସ୍ଥ୍ୟ ନୀତିକୁ ଅନୁମୋଦନ କରି ପ୍ରତ୍ୟେକ ପରିବାରକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ପଥ ପରିଷ୍କାର କରିଛନ୍ତି। ଏହି ସଦ୍ୟତମ ନିଷ୍ପତି ଦ୍ୱାରା ରାଜ୍ୟର ୧.୬
ଆନ୍ଧ୍ର ପ୍ରଦେଶ କ୍ୟାବିନେଟ ସାର୍ବଜନୀନ ସ୍ୱାସ୍ଥ୍ୟ ନୀତିକୁ ଦେଲା ଅନୁମୋଦନ


ଅମରାବତୀ, ୦୪ ସେପ୍େଟମ୍ବର (ହିସ)- ଆନ୍ଧ୍ର ପ୍ରଦେଶ ସରକାର ଆୟୁଷ୍ମାନ ଭାରତ ଏବଂ ଏନଟିଆର ସେବା ଯୋଜନା ଅଧୀନରେ ଏକ ନୂତନ ସ୍ୱାସ୍ଥ୍ୟ ନୀତିକୁ ଅନୁମୋଦନ କରି ପ୍ରତ୍ୟେକ ପରିବାରକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ପଥ ପରିଷ୍କାର କରିଛନ୍ତି। ଏହି ସଦ୍ୟତମ ନିଷ୍ପତି ଦ୍ୱାରା ରାଜ୍ୟର ୧.୬୩ କୋଟି ପରିବାରକୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ସକାଳେ ଭେଲାଗାପୁଡି ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ମନ୍ତ୍ରୀ ସିଏସ୍ ବିଜୟାନନ୍ଦ ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।

ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଏବଂ ଏନଟିଆର ସେବା ଯୋଜନା ଅଧୀନରେ ଏକ ନୂତନ ସ୍ୱାସ୍ଥ୍ୟ ନୀତିକୁ ଅନୁମୋଦନ କରିଛନ୍ତି, ଯାହା ପ୍ରତ୍ୟେକ ପରିବାରକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରିବ। ସରକାରଙ୍କ ଏହି ନିଷ୍ପତି ଦ୍ୱାରା ରାଜ୍ୟ ସାରା ୧.୬୩ କୋଟି ପରିବାରକୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ।

--------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande