ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ଗିରିରାଜ
ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଜନ୍ମଦିନର
ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଜୀବନରେ ଉତମ ସ୍ୱାସ୍ଥ୍ୟ, ସୁଖ ଓ
ଦୀର୍ଘକାଳୀନ, ଜନସେବା ପ୍ରଦାନ କରନ୍ତୁ । ଦେଶର ବିକାଶରେ ଆପଣଙ୍କ ଯୋଗଦାନ ନିରନ୍ତର ପ୍ରଗତିର
ପଥରେ ଅଗ୍ରସର ହେଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା