ସାମ୍ନାକୁ ଆସିଲା ଭରତପୁର ଏଟିଏମ ଲୁଟ ଉଦ୍ୟମର ସିସିଟିଭି ଫୁଟେଜ
ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ସାମ୍ନାକୁ ଆସିଲା ଭରତପୁରରେ ଏଟିଏମ ଲୁଟ ଉଦ୍ୟମର ଏକ୍ସକ୍ଲୁସିଭ ସିସିଟିଭି ଫୁଟେଜ । ଗତକାଲି ମାଷ୍ଟର ମାଇଣ୍ଡକୁ ଗିରଫ କରିଥିଲା ପୋଲିସ । ଅମରେନ୍ଦ୍ର ମହାପାତ୍ରକୁ ଗିରଫ କରିଥିଲା ଭରତପୁର ଥାନା ପୋଲିସ । ନିଶାରେ ଏଟିଏମ୍ ଭାଙ୍ଗିଥି
ସାମ୍ନାକୁ ଆସିଲା ଭରତପୁର     ଏଟିଏମ ଲୁଟ ଉଦ୍ୟମର ସିସିଟିଭି ଫୁଟେଜ


ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ସାମ୍ନାକୁ

ଆସିଲା ଭରତପୁରରେ ଏଟିଏମ ଲୁଟ ଉଦ୍ୟମର ଏକ୍ସକ୍ଲୁସିଭ ସିସିଟିଭି ଫୁଟେଜ । ଗତକାଲି ମାଷ୍ଟର

ମାଇଣ୍ଡକୁ ଗିରଫ କରିଥିଲା ପୋଲିସ । ଅମରେନ୍ଦ୍ର ମହାପାତ୍ରକୁ ଗିରଫ କରିଥିଲା ଭରତପୁର ଥାନା

ପୋଲିସ । ନିଶାରେ ଏଟିଏମ୍ ଭାଙ୍ଗିଥିଲା ଅମରେନ୍ଦ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande