ଆଗଲପୁର ମିନି ଷ୍ଟାଡିୟମ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଆଗଲପୁର ମିନି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ସ୍ଥିତ ଆଗଲପୁର ମିନି ଷ୍ଟାଡିୟମରେ ଚଳିତ ମାସ ୨୪ ତାରିଖରୁ ବିଧାୟକ କ୍ରିକ
ଆଗଲପୁର ମିନି ଷ୍ଟାଡିୟମ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଆଗଲପୁର ମିନି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ସ୍ଥିତ

ଆଗଲପୁର ମିନି ଷ୍ଟାଡିୟମରେ ଚଳିତ ମାସ ୨୪ ତାରିଖରୁ ବିଧାୟକ କ୍ରିକେଟ କପ -୨୦୨୬ ଅନୁଷ୍ଠିତ

ହେବ। ଏହାକୁ ନେଇ ଷ୍ଟାଡିୟମ ପରିଦର୍ଶନ କରିବା ସହ

ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande