ରାମ ଜନ୍ମଭୂମିର ଚୈତ୍ର ଶୁକ୍ଲ ପ୍ରତିପଦା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲା ଟ୍ରଷ୍ଟ
ନୂଆଦିଲ୍ଲୀ, 21 ଜାନୁଆରି (ହି.ସ.)- ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଚୈତ୍ର ଶୁକ୍ଲ ପ୍ରତିପଦା ସମ୍ବତ୍ ୨୦୮୩ ଅବସରରେ ଶ୍ରୀରାମ ଜନ୍ମଭୂମି ପରିସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛି। ବୁଧବାର ଶ୍ରୀରାମ
ରାମମନ୍ଦିର ଟ୍ରଷ୍ଟ


ନୂଆଦିଲ୍ଲୀ, 21 ଜାନୁଆରି (ହି.ସ.)- ଶ୍ରୀରାମ

ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଚୈତ୍ର ଶୁକ୍ଲ ପ୍ରତିପଦା ସମ୍ବତ୍ ୨୦୮୩ ଅବସରରେ ଶ୍ରୀରାମ

ଜନ୍ମଭୂମି ପରିସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ଦେଇଛି।

ବୁଧବାର ଶ୍ରୀରାମ

ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ, କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦେବ ଗିରି, ଟ୍ରଷ୍ଟି କୃଷ୍ଣମୋହନ ଏବଂ ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର

ମିଶ୍ର ନୂଆ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ସହ ଭେଟ କରିଥିଲେ। ଏହି ସୂଚନା ଟ୍ରଷ୍ଟର ମହାସଚିବ

ଚମ୍ପତ ରାୟ ତାଙ୍କର ଫେସବୁକ ମାଧ୍ୟମରେ ଦେଇଛନ୍ତି।

ସେ କହିଛନ୍ତି ଯେ ୧୯

ମାର୍ଚ୍ଚ ତାରିଖରେ ରାମଜନ୍ମଭୂମିରେ ଭବ୍ୟ ରୂପେ ଚୈତ୍ର ପ୍ରତିପଦା ଉତ୍ସବ ଆୟୋଜିତ କରାଯିବ। ଏହି

କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande