
ଭୁବନେଶ୍ୱର, 24 ଜାନୁଆରୀ (ହି.ସ.) ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଠାରେ ତିନିଦିନ ଧରି ଚାଲିଥିବା କୃଷି ଓଡ଼ିଶା ୨୦୨୬ ର ଉଦଯାପନୀ ସମାରୋହ ଆଜି ସନ୍ଧ୍ୟା ୫:୩୦ ରେ ଅନୁଷ୍ଠିତ ହେବାକୁ ଯାଉଛି। ଉଦଯାପନୀ ସମାରୋହରେ ରାଜ୍ୟପାଳ ଯୋଗଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ