
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଥାନା ଅଧିକାରୀ ବିଜୟ ବାରିକଙ୍କ ସରକାରୀ ବାସଭଵନରୁ 5 ଲକ୍ଷ ଟଙ୍କା ଜବତ
ହୋଇଛି । ଭୁବନେଶ୍ୱର ୟୁନିଟ-1ସରକାରୀ ବାସଭଵନରୁ
ନଗଦ 5ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ । ବିଜୟ ବାରିକଙ୍କୁ
ପଚରା ଉଚରା କରୁଛି ଭିଜିଲାନ୍ସ ଟିମ । ଲାଞ୍ଚ ଟଙ୍କା ଓ ବାସଭଵନରୁ ଜବତ ନଗଦ ଟଙ୍କାକୁ ନେଇ
ଭିଜିଲାନ୍ସ ପଚରା ଉଚରା କରୁଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା