୫୨୦ଲିଟର ଦେଶୀ ମଦ ଜବତ କାର ସହ ଜଣେ ଗିରଫ
ଖୋର୍ଦ୍ଧା, ୦୬ ଜାନୁଆରି (ହି.ସ.) - ଖୋର୍ଦ୍ଧା ଅବକାରୀ ପୋଲିସ ଦେଶୀ ମଦ ଚୋରା ଚାଲାଣ ବେଳେ ୫୨୦ଲିଟର ଦେଶୀ ମଦ ଜବତ କରିବା ସହ କାର ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଗୁରୁଜଙ୍ଗ କୋଚିଲା କଣ ସାହିର ବିଭୂତି ଭୂଷଣ ପାଟ୍ଟଶାଣୀ (୩୬)। ଅବକାରୀ ବିଭାଗ ସୁଚନା ମୁତାବକ ବିଭୂତି ଓ ଆର ବି ଜେ
୫୨୦ଲିଟର ଦେଶୀ ମଦ ଜବତ କାର ସହ ଜଣେ ଗିରଫ


ଖୋର୍ଦ୍ଧା, ୦୬ ଜାନୁଆରି (ହି.ସ.) - ଖୋର୍ଦ୍ଧା ଅବକାରୀ ପୋଲିସ ଦେଶୀ ମଦ ଚୋରା ଚାଲାଣ ବେଳେ ୫୨୦ଲିଟର ଦେଶୀ ମଦ ଜବତ କରିବା ସହ କାର ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଗୁରୁଜଙ୍ଗ କୋଚିଲା କଣ ସାହିର ବିଭୂତି ଭୂଷଣ ପାଟ୍ଟଶାଣୀ (୩୬)। ଅବକାରୀ ବିଭାଗ ସୁଚନା ମୁତାବକ ବିଭୂତି ଓ ଆର ବି ଜେଡ -୭ ୦୧୬ନମ୍ବର ବିଶିଷ୍ଟ କାରରେ ୫୨୦ଲିଟର ଦେଶୀ ମଦ ଚୋରା ଚାଲାଣ କରୁଥିବା ନେଇ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ସୁଚନା ପାଇ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଠାରୁ ହନୁମନ୍ତିଆ ଡ୍ୟାମ ଅଂଚଳରୁ ଗାଡ଼ି ସହ ୫୨୦ଲିଟର ଦେଶୀ ମଦ ଜବତ କରି ବିଭୂତିକୁ ଗିରଫ କରିଥିବା ଜଣପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande