ବୈଦେଶିକ ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ବୈଦେଶିକ ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କରଙ୍କୁ ଜନ୍ମଦିନର ଶୁଭେଚ୍
ବୈଦେଶିକ     ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ବୈଦେଶିକ

ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କରଙ୍କୁ ଜନ୍ମଦିନର

ଶୁଭେଚ୍ଛା।

ଜଣେ ଅନୁଭବୀ

କୂଟନୀତିଜ୍ଞ ଭାବେ ସେ ଭାରତର ହିତ ସୁରକ୍ଷା କରିବା ସହ ବିଶ୍ୱ ସହିତ ଆମର ଦ୍ୱିପକ୍ଷୀୟ

ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି। ତାଙ୍କର ସୁଖମୟ,

ସୁସ୍ଥ ଓ ଦୀର୍ଘ ଜୀବନର କାମନା

କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande