
ଖୋର୍ଦ୍ଧା, 13 ଅକ୍ଟୋବର (ହି.ସ.)ଗୁରୁଜଙ୍ଗ ପି. ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଗୁରୁଜଙ୍ଗ, ଖୋର୍ଦ୍ଧାରେ ବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ପକ ପୂର୍ଣ୍ଣଚନ୍ଦ୍ର ଭୋଳ ପୌରୋହିତ୍ୟରେ ଆଦର୍ଶ ଯୁବ ଗ୍ରାମସଭା କାର୍ଯ୍ୟକ୍ରମ ।କ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକତନ୍ତ୍ରର ପାଠଶାଳା କୁହାଯାଉଥିବା ଗ୍ରାମସଭାର ମହତ୍ତ୍ବ ବିଷୟରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥ୍ ରୂପେ ଡ଼ିଆ ଗ୍ରାମ ପଞ୍ଚାୟତ, ଟାଙ୍ଗୀର ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ଛାତ୍ରଛାତ୍ରୀମାନଙ୍କୁ ସଂସାରର ସର୍ବବୃହତ ଗଣତନ୍ତ୍ର, ଆମଦେଶର ଅନନ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଲୋକତନ୍ତ୍ରର ଏନ୍ତୁଡିଶାଳରୁ ଲୋକତନ୍ତ୍ରିକ ମୂଲ୍ୟବୋଧ ଶିକ୍ଷାକରି ଜୀବନରେ ଏବଂ ଦେଶରେ ସୁନାଗରିକ ହେବାପାଇଁ ଆହ୍ବାନ ଦେଇଛନ୍ତି ।ସମ୍ମାନିତ ଅତି ରୂପେ ବିଦ୍ୟାଳୟର ପ୍ରଭାରୀ ପ୍ରାଚାର୍ଯ୍ୟ ପ୍ରାଚାର୍ଯ୍ୟ ନୃସିଂହ ଚରଣ ଚକ୍ର ପିଲାମାନଙ୍କୁ ଲୋକତନ୍ତ୍ରର ରକ୍ଷାକାରୀ ବୋଲି ଅବିହିତ କରିଥିଲେ । ମୁଖ୍ୟବକ୍ତା ରୂପେ ବିଦ୍ୟାଳୟର ବ ବରିଷ୍ଠ ଶିକ୍ଷକ ଜ୍ୟୋତି ଶଙ୍କର ମହାଲିକ ଏହି ଭଳି କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟା ଦ୍ୟାର୍ଥୀମାନଙ୍କର କହିବା, ଶୁଣିବା ଏବଂ ପରିପ୍ରକାଶ କରିବାର ପ୍ରତିଭା ବଢିଥାଏ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କର ନିଖୁଣ ଅଭିନୟକୁ ପ୍ରସଂଶା କରିବା ସହ ଆବ ବଶ୍ଯକ କ ସୁଧାର ବିଷୟ ରେ ମୁଖ୍ୟ ଅତିଥ୍ ଆଶୀର୍ବାଦ ଛଳରେ କହିଥିଲେ । ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ଅଧ୍ୟାପକ ସଞ୍ଜୟ କୁମାର କାର୍ଯ୍ୟକ୍ରମଟିକୁ ସଂଯୋଜନ ଯାଜନା କରିଥିଲେ । । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ବେହେରା କାର୍ଯ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ର ସଫଳ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ