ପ୍ରାଣନାଥ କଲେଜ ଛାତ୍ର ସଂସଦ ନିର୍ବାଚନ ୧୯ ବୁଥରେ ହେବ ମତଦାନ, ୩୮୬୬ ଛାତ୍ରଛାତ୍ରୀ ମତଦାନ କରିବେ
ଖୋର୍ଦ୍ଧା, ୧୪ ଅକ୍ଟୋବର (ହି.ସ.) - ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟୁ ପକ୍ଷରୁ ମତଦାନ ଓ ଭୋଟ ଗଣତି ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମହାବିଦ୍ୟାଳୟରେ ୧୯ଟି ବୁଥ୍ ରେ ମୋଟ ୩୮୬୬ଜଣ ଛାତ୍ରଛାତ୍ରୀ ମତଦାନ ସାବ୍ୟସ୍ତ କରିବେ।

Invalid email address

ପୂର୍ଣ୍ଣ ଖବର ପ read ିବାକୁ ଦୟାକରି ଏଠାରେ ହିନ୍ଦୁସ୍ତାନ ସମ୍ବାଦକୁ ସବସ୍କ୍ରାଇବ କରନ୍ତୁ |

संपर्क करें

Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001

(+91) 7701802829 / 9625923629

marketing@hs.news


 rajesh pande