ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ସନ୍ତୋଷ ପୋଲାଇ ସଭାପତି ରୂପେ ନିର୍ବାଚିତ ହେବା ସହ ତାଙ୍କ ଟିମ୍ ସମସ୍ତ ପଦବୀ ହାତେଇଛନ୍ତି। ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
15 Oct 2026
ମାଲକାନଗିରି , ୧୫ ଅକ୍ଟୋବର (ହି.ସ.) - ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଂଚଳ ହୋଇଉଠିଛି ମାଲକାନଗିରି ଜିଲ୍ଲାର ଏମ୍ଭି-୭୯ ରାମନଗର। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ସମଗ୍ର ଅଂଚଳ। ଚାରିଆଡ଼େ ପୂଜାର ମାହୋଲ ଥିବାବେଳେ ‘ଆଇ ଲଭ୍ ରାମନଗର’ର ଆକର୍ଷଣୀୟ ସାଜସଜ୍ଜା ଲୋକଙ୍କ ମନ ଜିଣୁଛି। ବଙ୍ଗୀୟ ପରମ୍ପରା..
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଆଜି ସକାଳ ୧୦.୩୦ ଘଂଟାରେ ଭଦ୍ରକ କଲେକ୍ଟୋରେଟ୍ କନ୍ଫରେନ୍ସ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରାଯାଇଛି। ସର୍ବପ୍ରଥମେ ସି.ଡି..
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକ ନୂଆବଜାରସ୍ଥିତ ଉତ୍କଳ ବାଳାଶ୍ରମର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ପାଂଚ ମାସର ଶିଶୁକନ୍ୟା ସ୍ୱପ୍ନା (ଛଦ୍ମନାମ)ଙ୍କୁ ବେଙ୍ଗାଲୁରୁର ୪୦ ବର୍ଷୀୟା ଏକକ ପୋଷ୍ୟଗ୍ରାହୀ ମାତା ରୂପସୀ ମେହେତା (ଛଦ୍ମନାମ) ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତ..
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏହାର ଦମଦାର୍ ପ୍ରଦର୍ଶନ ବଳରେ ବିଜୟର ଐତିହାସିକ ଇତିହାସ ରଚିଛି। ମହାବିଦ୍ୟାଳୟର ସମସ୍ତ ପଦକୁ ଏବିଭିପି ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରି ନେଇଛି। ଆଜି ଅନୁଷ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha