ଏନଭିଏସ-03 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.) - ଏନଭିଏସ-03 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଏନଭିଏସ-03 ଉପଗ୍ରହକୁ ନେଇ ଜିଏସଏଲଭି-ଏଫ18 ରକେଟ୍ର ସଫଳ
ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.) - ଏନଭିଏସ-03

ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଶ୍ରୀ

ବ୍ରଜମୋହନ ରାମ । ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଏନଭିଏସ-03 ଉପଗ୍ରହକୁ ନେଇ ଜିଏସଏଲଭି-ଏଫ18 ରକେଟ୍ର ସଫଳ ଉତ୍କ୍ଷେପଣ

ପାଇଁ ଆମର ଇସ୍ରୋ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଅନେକ ଅନେକ ଅଭିନନ୍ଦନ।ଭାରତର ସ୍ୱଦେଶୀ ନାଭିକ୍ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ବୈଷୟିକ କ୍ଷେତ୍ରରେ

ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇବା ଦିଗରେ ଏହା ଏକ ଗର୍ବର ମାଇଲଖୁଣ୍ଟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande