
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) - ଭାରତୀୟ ସମ୍ବିଧାନ ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଙ୍ଗଳବାର ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବଣାଇଗଡ଼ କଲେଜଠାରେ ଛାତ୍ରଛାତ୍ରୀମାନଙ୍କ ସହ ଏହି ଗୌରବମୟ ଦିବସ ପାଳନ କରିଛନ୍ତି। ଏହି ଅବସରରେ ଭାରତୀୟ ସମ୍ବିଧାନର ମହତ୍ୱ, ଏହାର ମୂଳ ଆଦର୍ଶ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ଯୁବପିଢ଼ିଙ୍କ ସହ ଆଲୋଚନା କଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା