Invalid email address
Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001
(+91) 7701802829 / 9625923629
marketing@hs.news
05 Nov 2026
ଖୋର୍ଦ୍ଧା, 05 ନଭେମ୍ବର (ହି.ସ.)ଜଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଆୟକର ବିଭାଗ, ଭୁବନେଶ୍ବରର ଟିଡିଏସ୍ କମିଶନରେଟ୍ ପକ୍ଷରୁ ନୂତନ ଆୟକର ଅଧୂନୟମ, ୨୦୨୫ରେ ଥୂବା ଟିଡିଏସ୍ ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ ଏକ ସଚେତନତା ତଥା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥୁଲ ।..
ଇନ୍ଷ୍ଟାଗ୍ରାମ୍ରେ ଅଶ୍ଳୀଳ ପୋଷ୍ଟ ଓ ଧମକ ଦେବା ଅଭିଯୋଗରେ ଜଣେ ଗିରଫ..
Bhubaneswar, 05 ନଭେମ୍ବର (ହି.ସ.) ରାଜଧାନୀରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାର ଭାଇ ଭଉଣୀ ମାନଙ୍କ ଦ୍ୱାରା ଗଠିତ ହୋଇଥିବା ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନର ଏକ ଜରୁରୀ କାର୍ଯ୍ୟ କାରିଣୀ ବୈଠକ ମା ସମଲେଇ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଂପାଦିକା ତଥା ପଶ୍ଚିମ ..
ଭଦ୍ରକ, ୫ ନଭେମ୍ବର (ହି.ସ.) - ଧର୍ମରମାସ କାର୍ତିକମାସ ଠାରୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ଏଥିପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ହେଲେ ପୀଠକୁ ସଂଯୋଗ କରୁଥିବା ଭଦ୍ରକ- ଆରଡି ୩୫ ନମ୍ବର ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha