ଆସାମ ଗସ୍ତର ଦ୍ୱିତୀୟ ଦିନ ଆଜି ବରାକ ଘାଟିକୁ ବଡ ଭେଟି ଦେବେ ପିଏମ ମୋଦି
ସିଲଚର (କଛାର), 14 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିତାଙ୍କ ଆସମ ଗସ୍ତର ଦ୍ୱିତୀୟ ଦିନ ଶନିବାର ବାରାକ ଘାଟି ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ପ୍ରାୟ 23,550 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଏବଂ ଶିଳାନ୍ୟାସ କରିବେ। ସେ ଏକ ସାର୍ବଜନୀ
ଆସାମ ଗସ୍ତର ଦ୍ୱିତୀୟ ଦିନ ଆଜି ବରାକ ଘାଟିକୁ ବଡ ଭେଟି     ଦେବେ ପିଏମ ମୋଦି


ସିଲଚର (କଛାର), 14 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିତାଙ୍କ ଆସମ ଗସ୍ତର ଦ୍ୱିତୀୟ ଦିନ ଶନିବାର ବାରାକ ଘାଟି ଗସ୍ତ କରିବେ। ଏହି ସମୟରେ

ପ୍ରଧାନମନ୍ତ୍ରୀ ପ୍ରାୟ 23,550 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଏବଂ ଶିଳାନ୍ୟାସ

କରିବେ। ସେ ଏକ ସାର୍ବଜନୀନ ସଭାକୁ ମଧ୍ୟ ସମ୍ବୋଧନ କରିବେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶୁକ୍ରବାର ଦୁଇ ଦିନିଆ ଆସାମ

ଗସ୍ତରେ ଗ୍ୱୌହାଟୀରେପହଞ୍ଚିଥିଲେ। ଏହି ମଧ୍ୟରେ ବର୍ଷା ହେତୁ ତାଙ୍କର କୋକରାଝରକାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା।

ଗ୍ୱୌହାଟୀରୁ ରହି ପ୍ରଧାନମନ୍ତ୍ରୀ କୋକରାଝରର

କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରିଥିଲେ। ଏହା ସହିତ ବିଭିନ୍ନ ପ୍ରକଳ୍ପର

ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande