ଦେଶି ମଦ ଚାଲାଣ ବେଳେ ଜଣେ ଗିରଫ
ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବାଗ୍ରା ଗ୍ରାମର ଘେନୁ ମୁଦୁଲି । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ବାଗ୍ରା ଗ୍ରାମ ରାସ୍ତାରେ ଚଢାଉ କରିଛି । ଚଢାଉ କରି
ଦେଶି ମଦ ଚାଲାଣ ବେଳେ ଜଣେ ଗିରଫ


ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବାଗ୍ରା ଗ୍ରାମର ଘେନୁ ମୁଦୁଲି । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ବାଗ୍ରା ଗ୍ରାମ ରାସ୍ତାରେ ଚଢାଉ କରିଛି । ଚଢାଉ କରି ୧୫ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande