ବିଏମଆର ଆସୋସିଏସନ ଓ ଜେଏସଡବ୍ଲୁ ଗ୍ରୁପ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର/ଦୁବାଇ, 11 ସେପ୍ଟେମ୍ବର (ହି.ସ.): ବ୍ୟୁରୋ ଅଫ୍ ମିଡିଲ ଇଷ୍ଟ ରିସାଇକ୍ଲିଂ (ବିଏମଆର) ଆସୋସିଏସନ ଓ ଜେଏସଡବ୍ଲୁ ଗ୍ରୁପ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ରାଉଣ୍ଡଟେବୁଲ୍ ଆଲୋଚନା କରିଛନ୍ତି। ଆଲୋଚନାରେ ମେଟାଲ୍ ରିସାଇକ୍
ସିଏମ


ଭୁବନେଶ୍ୱର/ଦୁବାଇ, 11 ସେପ୍ଟେମ୍ବର (ହି.ସ.): ବ୍ୟୁରୋ ଅଫ୍ ମିଡିଲ ଇଷ୍ଟ ରିସାଇକ୍ଲିଂ

(ବିଏମଆର) ଆସୋସିଏସନ ଓ ଜେଏସଡବ୍ଲୁ ଗ୍ରୁପ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀ ଏକ ରାଉଣ୍ଡଟେବୁଲ୍ ଆଲୋଚନା କରିଛନ୍ତି।

ଆଲୋଚନାରେ ମେଟାଲ୍ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ

ଏଫିସିଏନ୍ସି ଓ ଭାଲ୍ୟୁ-ଆଡେଡ୍ ମାନୁଫାକ୍ଚରିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବିକଶିତ

ମେଟାଲ୍ ଓ ମାନୁଫାକ୍ଚରିଂ ଇକୋସିଷ୍ଟମ୍କୁ ଆଧାର କରି ରିସାଇକ୍ଲିଂ, ସେକେଣ୍ଡାରୀ

ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ଓ ପ୍ରଯୁକ୍ତି ସହଯୋଗ ପାଇଁ ଶିଳ୍ପପତିମାନଙ୍କୁ

ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande