ମହାକବି ସୁବ୍ରମଣିୟ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ମହାକବି ସୁବ୍ରମଣିୟ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମହାକବି ସୁବ୍ରମଣିୟ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି
ମହାକବି ସୁବ୍ରମଣିୟ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ମହାକବି ସୁବ୍ରମଣିୟ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି

କରି ସେ କହିଛନ୍ତି ଯେ, ମହାକବି ସୁବ୍ରମଣିୟ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯାହାଙ୍କ ଲେଖନୀ

ସ୍ୱାଧୀନତା, ସାହସ ଓ ଆତ୍ମସମ୍ମାନର ଭାବନାକୁ ପ୍ରଜ୍ୱଳିତ କରିଥିଲା। ନିର୍ଭୀକ ଓ

ସଚେତନ ଭାରତ ପାଇଁ ତାଙ୍କର ଦୂରଦୃଷ୍ଟି ଆଜି ମଧ୍ୟ ‘ବିକଶିତ ଭାରତ’ ଗଠନର ଯାତ୍ରାକୁ ପ୍ରେରଣା

ଯୋଗାଇ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande