
ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ)- ବାଲେଶ୍ୱର ଭୋଗରାଇ ଅଂଚଳରୁ ୫ ଓରଙ୍ଗଓଟାନ ଉଦ୍ଧାର ଘଟଣାରେ ଡିଜିପି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ବନବିଭାଗ ଓ ୱାଇଲ୍ଡ ଲାଇଫ କ୍ରାଇମ କେଂଟ୍ରାଲ ବ୍ୟୁରୋ ତଦନ୍ତ କରୁଛି। ଘଟଣାର ଏସଟିଏଫ୍ ତଦନ୍ତ ଲାଗି ନିର୍ଦ୍ଦେଶ ସହ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରି ବୟାନ ରେକର୍ଡ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା