ଚଳିତବର୍ଷର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ଚଳିତବର୍ଷର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ୩ଟି ଜିଲ୍ଲାରୁ ୯୧୦ଜଣ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯିବେ । କୋରାପୁଟ, ମାଲକାନଗିରି ଓ
ଶୁଭାରମ୍ଭ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଲୋକସେବା ଭବନ

ସମ୍ମିଳନୀ କକ୍ଷରୁ ଚଳିତବର୍ଷର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡା । ଆଜି ୩ଟି ଜିଲ୍ଲାରୁ ୯୧୦ଜଣ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯିବେ । କୋରାପୁଟ, ମାଲକାନଗିରି

ଓ ନବରଙ୍ଗପୁର ଜିଲ୍ଲାରୁ ଯିବେ । ଚଳିତବର୍ଷ ଏହି ଯୋଜନାରେ ୩୦ହଜାର ଶ୍ରଦ୍ଧାଳୁଙ୍କୁ ସୁଯୋଗ

ଦେବାକୁ ଲକ୍ଷ୍ୟ ରହିଛି । ପୂର୍ବ ବର୍ଷ ୫ହଜାର ଲୋକ ଏହି ଯୋଜନା ଦ୍ୱାରା ଜଗନ୍ନାଥ ଦର୍ଶନ

କରିଥିଲେ । ଗତବର୍ଷ ଫେବୃଆରୀ ୧୩ରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande