ଲାଠି ଗାଁରେ ଆକ୍ରମଣ ଓ ହତ୍ୟା ଧମକ
ଗଞାମ, 21 ସେପ୍ଟେମ୍ବର (ହି.ସ.) *ଲାଠି ଗାଁରେ ଆକ୍ରମଣ ଓ ହତ୍ୟା ଧମକ - ବ୍ରହ୍ମପୁର ସଦର ପୋଲିସ ଦ୍ୱାରା ଜଣେ ଗିରଫ* ଗଞ୍ଜାମ ୨୧ ସେପ୍ଟମ୍ବର(ହିସ) *ବ୍ରହ୍ମପୁର ସଦର:* ଲାଠି ଗାଁରେ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସଦର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। *ଘଟଣାଘଟିଛି:* ଗତ ୦୭.୦୯.୨୦୨୬ ସକ
Qertyuuu


ଗଞାମ, 21 ସେପ୍ଟେମ୍ବର (ହି.ସ.)

*ଲାଠି ଗାଁରେ ଆକ୍ରମଣ ଓ ହତ୍ୟା ଧମକ - ବ୍ରହ୍ମପୁର ସଦର ପୋଲିସ ଦ୍ୱାରା ଜଣେ ଗିରଫ*

ଗଞ୍ଜାମ ୨୧ ସେପ୍ଟମ୍ବର(ହିସ)

*ବ୍ରହ୍ମପୁର ସଦର:* ଲାଠି ଗାଁରେ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସଦର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

*ଘଟଣାଘଟିଛି:* ଗତ ୦୭.୦୯.୨୦୨୬ ସକାଳ ୧୦:୩୦ ରେ ଅଭିଯୋଗକାରୀ ଲାଠି ଗାଁ ହରିଜନ ସାହି ରାସ୍ତାରେ ଯାଉଥିବା ବେଳେ ସାମାନ୍ୟ ବଚସାରୁ ଅଭିଯୁକ୍ତ ତାଙ୍କୁ ବାଉଁଶ ବାଡିରେ ଆକ୍ରମଣ କରିଥିଲା। ବାମ କାନରେ ରକ୍ତସ୍ରାବ ହେବାରୁ ତାଙ୍କୁ MKCG ମେଡିକାଲରେ ଚିକିତ୍ସା କରାଯାଇଥିଲା। ପୁଣି ୧୦.୦୯.୨୦୨୬ ସକାଳ ୮ଟାରେ ଅଭିଯୁକ୍ତ ତାଙ୍କ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା।

ଏ ନେଇ ବ୍ରହ୍ମପୁର ସଦର ଥାନା କେସ ନଂ ୫୭୫/୨୦୨୬ ରୁଜୁ ହୋଇଥିଲା।

*ପୋଲିସ କାର୍ଯ୍ୟାନୁଷ୍ଠାନ:* ପୋଲିସ ଅପରାଧରେ ବ୍ୟବହୃତ ବାଉଁଶ ବାଡି ଜବତ କରିଛି। ଆଜି ତା ୨୧.୦୯.୨୦୨୬ ସକାଳ ୧୦:୩୦ ରେ ଅଭିଯୁକ୍ତ *ସମୀର ଦାସ @ ବୁଡୁ ଦାସ (୩୮), ବାଉରୀ ସାହି, ଲାଠି* କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande