Invalid email address
Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001
(+91) 7701802829 / 9625923629
marketing@hs.news
03 Sep 2026
ଭୁବନେଶ୍ୱର ୦୩, ସେପ୍େଟମ୍ବର(ହି.ସ) ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଚାରୋଟି ନୂତନ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିଲେ। ଏଗୁଡିକ ମଧ୍ୟରେ ମୟୁରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ..
ଭୁବନେଶ୍ୱର, ୩ ସେପ୍େଟମ୍ବର (ହି.ସ) - ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଦଳୀୟ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶାରେ ..
ଭୁବନେଶ୍ୱର, ୩ ସେପ୍େଟମ୍ବର (ହି.ସ) - ପ୍ରତି ବିଦ୍ୟାଳୟରେ ପାଳନ କରାଯିବ ଗୁରୁ ଦିବସ-୨୦୨୬ । ଏନେଇ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରିବାକୁ ନିର୍ଦ୍ଦେଶ ଦିଆଯ..
ଭୁବନେଶ୍ୱର, ୩ ସେପ୍େଟମ୍ବର (ହି.ସ) - ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହନୱାଜ ହୁସେନ ଜୀ ମଧ୍ୟ ତାଙ୍କ ସହ ଉପସ୍ଥିତ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha