ଲୋଇସିଂହା ଠାରେ ଆୟୋଜିତ 'ରକ୍ତଦାନ ଶିବିର'ରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.) ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଲୋଇସିଂହା ଠାରେ ଆୟୋଜିତ ''ରକ୍ତଦାନ ଶିବିର''ରେ ଯୋଗ ଦେଇଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ଅନ୍ତର୍ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବ
ଲୋଇସିଂହା ଠାରେ ଆୟୋଜିତ 'ରକ୍ତଦାନ ଶିବିର'ରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.) ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଲୋଇସିଂହା ଠାରେ ଆୟୋଜିତ 'ରକ୍ତଦାନ ଶିବିର'ରେ ଯୋଗ ଦେଇଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ଅନ୍ତର୍ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରେ ଲୋଇସିଂହା ଠାରେ ଆୟୋଜିତ 'ରକ୍ତଦାନ ଶିବିର'ରେ ନିଜେ ରକ୍ତଦାନ କରି ଏହି ବିଶାଳ ଅଭିଯାନରେ ସାମିଲ ହେଲି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande