ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶହୀଦ ବାଜି ରାଉତଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ତ୍ୟାଗ ଏବଂ ଦେଶଭକ୍ତିର ପ୍ରତୀକ, ଓଡ଼ିଶାର ଗର୍ବ ବୀର ଶହୀଦ ବାଜି ରାଉତଙ୍କ ପୁଣ୍ୟତିଥିରେ ଭକ୍ତିପୂତ ପ୍ରଣାମ। ଦେଶ ସୁରକ୍ଷା ପାଇଁ ତାଙ୍କର ବଳିଦାନ ସମସ୍ତଙ୍କୁ ସର୍ବଦା ପ୍ରେରିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ