ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ବସିଥିବା ବୈଠକ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ବୈଠକକୁ ମୁଁ ଅଭିନନ୍ଦନ ଜଣାଉଛି। ମହାନଦୀ ଜଳ ବିବାଦ ଲଢେଇରେ କଂଗ୍ରେସ ଦଳର ପୂର୍ଣ୍ଣ ସମର୍ଥନ ରହିଛି। ମହାନଦୀ ପ୍ରସଙ୍ଗରେ ଯେବେ ଫିଲଡ଼ରେ କାର୍ଯ୍ୟକ୍ରମ ଆରମ୍ଭ ହେବ ଆମେ ମଧ୍ୟ ସାଥ ଦେବୁ ସହଯୋଗ କରିବୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା