ଯୁବକ ଯୁବତୀ ନିଖୋଜ
ଜୟପୁର,୧୧ ଅକ୍ଟୋବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ କାଳିଆ ଗାଁ ର ଜଣେ ଯୁବତୀ ଯୁବକ ନିଖୋଜ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଯୁବକର ବୟସ ୨୦ ହୋଇଥିବା ବେଳେ ଯୁବତୀର ବୟସ ୧୯ ହେବ । ଏନେଇ ଯୁବତୀର ପରିବାର ତରଫରୁ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ସଦର ପ
ଯୁବକ ଯୁବତୀ ନିଖୋଜ


ଜୟପୁର,୧୧ ଅକ୍ଟୋବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ କାଳିଆ ଗାଁ ର ଜଣେ ଯୁବତୀ ଯୁବକ ନିଖୋଜ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଯୁବକର ବୟସ ୨୦ ହୋଇଥିବା ବେଳେ ଯୁବତୀର ବୟସ ୧୯ ହେବ । ଏନେଇ ଯୁବତୀର ପରିବାର ତରଫରୁ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ସଦର ପୋଲିସ ୩୧ରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande