ଲିଙ୍ଗରାଜ ମନ୍ଦିରକୁ ବନ୍ଧୁକ ନେଇ ଯାଇଥିବା ଅଭିଯୋଗରେ ଜଣେ ଅଟକ
ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ଲିଙ୍ଗରାଜ ମନ୍ଦିର ଭିତରକୁ ବନ୍ଧୁକ ନେଇ ଯାଇଥିବା ଅଭିଯୋଗ ରେ ଜଣଙ୍କୁ ଅଟକ ରଖିଛି ପୋଲିସ। ଶନିବାର ମଧ୍ୟାହ୍ନ ସମୟରେ ଲିଙ୍ଗରାଜ ମନ୍ଦିର ଭିତରୁ ଜଣେ ବନ୍ଧୁକ ଧାରୀଙ୍କୁ କାବୁ କରାଯାଇଥିଲା। ---------------
ଲିଙ୍ଗରାଜ ମନ୍ଦିରକୁ ବନ୍ଧୁକ ନେଇ ଯାଇଥିବା ଅଭିଯୋଗରେ ଜଣେ ଅଟକ


ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ଲିଙ୍ଗରାଜ ମନ୍ଦିର ଭିତରକୁ ବନ୍ଧୁକ ନେଇ ଯାଇଥିବା ଅଭିଯୋଗ ରେ ଜଣଙ୍କୁ ଅଟକ ରଖିଛି ପୋଲିସ। ଶନିବାର ମଧ୍ୟାହ୍ନ ସମୟରେ ଲିଙ୍ଗରାଜ ମନ୍ଦିର ଭିତରୁ ଜଣେ ବନ୍ଧୁକ ଧାରୀଙ୍କୁ କାବୁ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande