ନୂଆପଡ଼ା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ଜିତିବ : ବସନ୍ତ ପଣ୍ଡା
ଭୁବନେଶ୍ୱର,୧୨ ଅକ୍ଟୋବର (ହି.ସ.) ନୂଆପଡା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ବିଜୟ ଲାଭ କରିବ । ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା । ଶ୍ରୀ ପଣ୍ଡା କୋର କମିଟି ବୈଠକ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ଦେଇଛନ୍ତି
ନୂଆପଡ଼ା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ଜିତିବ : ବସନ୍ତ ପଣ୍ଡା


ଭୁବନେଶ୍ୱର,୧୨ ଅକ୍ଟୋବର (ହି.ସ.) ନୂଆପଡା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ବିଜୟ ଲାଭ କରିବ । ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା । ଶ୍ରୀ ପଣ୍ଡା କୋର କମିଟି ବୈଠକ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ଦେଇଛନ୍ତି ।

ସେ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନ ମୋର ଭୂମିକା ରହିବ । ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ । ମାନସିକତା ଥିଲେ ସବୁ ଠିକ୍ ହେଇଯିବ । ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଆଜି ବୈଠକରେ ଅନେକ ବିଷୟରେ ଆଲୋଚନା ହେବ । ନୂଆପଡ଼ା ଉପନିର୍ବାଚନ ଉପରେ ଆଲୋଚନା ହେବ । ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି । ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ । ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande