ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ବିଜୟୀ ହେବ – ଭକ୍ତ ଦାସ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.) ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ବିଜେଡି ମେଜୋରିଟି ଭୋଟ କଂଗ୍ରେସ କୁ ଆସିବ । କଂଗ୍ରେସ ସହ ବିଜେଡି ବିଜେପି ମିଶି ଲଢ଼ିବେ । ସେ କହ
ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ବିଜୟୀ ହେବ – ଭକ୍ତ ଦାସ


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.) ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ।

ସେ କହିଛନ୍ତି ଯେ, ବିଜେଡି ମେଜୋରିଟି ଭୋଟ କଂଗ୍ରେସ କୁ ଆସିବ । କଂଗ୍ରେସ ସହ ବିଜେଡି ବିଜେପି ମିଶି ଲଢ଼ିବେ ।

ସେ କହିଛନ୍ତି ଯେ ବିଜେଡି ଏବେ ଟୋକନ ପ୍ରାର୍ଥୀ ଦେବ । ବିଜେଡି ଛାଡିଲା ପରେ ଜୟ ଢୋଲକିଆ ଙ୍କ ପ୍ରତି ଆଉ ଅନୁକମ୍ପା ନାହିଁ । ନୂଆପଡା ରେ କଂଗ୍ରେସ ର ପୋଜିସନ ଭଲ ଅଛି । କଂଗ୍ରେସ ପ୍ରାର୍ଥୀ ଙ୍କସହ ଲୋକଙ୍କ ସମବେଦନା ଅଛି । 19 ରେ ପାୱାର ସୋ କରି କଂଗ୍ରେସ ପ୍ରାର୍ଥୀ ପତ୍ର ଦାଖଲ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande