ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.) କଂଗ୍ରେସ ପଶ୍ଚିମବଙ୍ଗ ରେ ଓଡ଼ିଆ ଛାତ୍ରୀ ଦୁଷ୍କର୍ମ ଘଟଣା କୁ ଦୃଢ଼ ନିନ୍ଦା କରିଛି । ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘଟଣାକୁ ନିନ୍ଦା କରିବା ସହ ଏଭଳି ଘଟଣା ରେ ତୁରନ୍ତ ଦୋଷୀ ଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ