ଦୋବଲ ଠାରେ ମା’ ଶ୍ୟାମାକାଳୀ ଙ୍କ ୫୮ ବାର୍ଷିକ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ଠାରେ ଶ୍ରୀ ଶ୍ରୀ ମା ଶ୍ୟାମାକାଳୀ ଙ୍କ ୫୮ ତମ ବାର୍ଷିକ ପୁଜା ଚଳିତ ମାସ ୨୦ ତାରିଖ ଦିନ ଅନୁଷ୍ଟିତ ହେବ। ଏନେଇ ମାଙ୍କ ପୀଠରେ କମିଟି ର ସଭାପତି କୃତିବାସ ତ୍ରୀପାଠୀ ଙ୍କ ସଭାପତିତ୍ୱ ରେ ସଭାପତିତ୍ୱ କରିଥିଲେ।ସମ୍ପାଦକ ଅଭିମ
DOBAL MAA SHYAMAKALI NKA PRASTUTI BAITHAK


ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ଠାରେ ଶ୍ରୀ ଶ୍ରୀ ମା ଶ୍ୟାମାକାଳୀ ଙ୍କ ୫୮ ତମ ବାର୍ଷିକ ପୁଜା ଚଳିତ ମାସ ୨୦ ତାରିଖ ଦିନ ଅନୁଷ୍ଟିତ ହେବ। ଏନେଇ ମାଙ୍କ ପୀଠରେ କମିଟି ର ସଭାପତି କୃତିବାସ ତ୍ରୀପାଠୀ ଙ୍କ ସଭାପତିତ୍ୱ ରେ ସଭାପତିତ୍ୱ କରିଥିଲେ।ସମ୍ପାଦକ ଅଭିମନ୍ୟୁ ମିଶ୍ର ଚଳିତ ବର୍ଷ ମା ଙ୍କ ପୁଜା ନିମନ୍ତେ କିପରି ପ୍ରସ୍ତୁତ କରା ଯିବ ସେନେଇ ସମସ୍ତ ଙ୍କ ସହଯୋଗ ଲୋଡିଥିଲେ।ଏଥିରେ ସଦସ୍ୟ ପ୍ରମୋଦ ନାୟକ, ବିଭୁତି ଭୁଷଣ ନାୟକ, ହୃଦାନନ୍ଦ କର, ମନୀନ୍ଦ୍ର ପାଣି, ରଞ୍ଜୀତି ନାୟକ, ତ୍ରିଦେବ ଜେନା,କମଳା କାନ୍ତ ଦାସ,ପଞ୍ଚାନନ ନାୟକ, ମନୋଜ ଜେନା,ଜ୍ଞାନେନ୍ଦ୍ର ସାହୁ, ରାଜ କିଶୋର ସାହୁ,ପ୍ରଶାନ୍ତ ରାଉତ,ଗଜେନ୍ଦ୍ର ବେଜ୍‌, ଅନିଲ ସାମଲ,ପୀତବାସ ପାତ୍ର, ଘନଶ୍ୟାମ ଜେନା,ରବୀନ୍ଦ୍ର ମାଝୀ, ଗୌରାଙ୍ଗ ଦେହୁରୀ, ପ୍ରଶାନ୍ତ ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande