ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଚିକିଟି ଅଂଚଳର ବାହୁଦା ନଦୀ ପଠାରୁ ନାରାୟଣ ପ୍ରଧାନଙ୍କ କ୍ଷତବିକ୍ଷତ ଶବକୁ କେ. ନୂଆପଡା ପୁଲିସ ଆଜି ସକାଳେ ଜବତ କରିଛି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ଯା କରାଯାଇଛି ବୋଲି ପରିବାର ଲୋକଙ୍କ ଅଭିଯୋଗକୁ ଭିତିକରି ପୁଲିସ୍ ତଦନ୍ତ କରୁଛି ଓ ଶବ ବ୍ଯବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ