ଗଞାମ, ୧୨ ଅକ୍ଟୋବର (ହି.ସ.)- ଵିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ସମ୍ପର୍କରେ ବ୍ରହ୍ମପୁର ପୁଲିସକୁ ଵଡ ଅପଡେଟ ମିଳିଥିଵା ଜଣାପଡିଛି। ସ୍ଥାନୀୟ ଜଣେ ଜଣାଶୁଣା କର୍ପୋରେଟଙ୍କୁ ପୁଲିସ ତାଙ୍କ ଘରୁ ଉଠାଇ ନେଇ ଏକ ଅଜଣା ସ୍ଥାନରେ ରଖି ପଚରାଉଚୁରା କରୁଛି। ଖୁବ୍ ଶୀଘ୍ର ହତ୍ୟାକାରୀ ନିକଟରେ ପୁଲିସ ପହଞ୍ଚି ପାରିଵ ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ