ଦୁର୍ଗା ପୂଜା ଧୋଇଦେଲା ବର୍ଷା
ଗଞାମ, ୨ ଅକ୍ଟୋବର (ହି.ସ.)- ଆଜି ବିଜୟା ଦଶମୀ ଗତକାଲି ରାତିରୁ ଆଜି ଦିନ ସାରା ମଧ୍ୟମରୁ ପ୍ରବଳ ଲଗାଣ ବର୍ଷା ହୋଇ ଜନସାଧାରଣଙ୍କ ଦୁର୍ଗାପୂଜା ଆନନ୍ଦ ଓ ଉଲ୍ଲାସକୁ ଧୋଇନେଇଛି। ଜିଲାର ପ୍ରାୟ ଅଧିକାଂଶ ପୂଜା ମଣ୍ଡପ ଗୁଡିକ ଜନଶୂନ୍ଯ ଦେଖାଦେଇଛି। ତେବେ ଦୋକାନ ବଜାର ଓ ପ୍ରତି ଘରେଘରେ ଦୁର୍ଗାପୂଜା ଅ
ଦୁର୍ଗା ପୂଜା ଧୋଇଦେଲା ବର୍ଷା


ଗଞାମ, ୨ ଅକ୍ଟୋବର (ହି.ସ.)- ଆଜି ବିଜୟା ଦଶମୀ ଗତକାଲି ରାତିରୁ ଆଜି ଦିନ ସାରା ମଧ୍ୟମରୁ ପ୍ରବଳ ଲଗାଣ ବର୍ଷା ହୋଇ ଜନସାଧାରଣଙ୍କ ଦୁର୍ଗାପୂଜା ଆନନ୍ଦ ଓ ଉଲ୍ଲାସକୁ ଧୋଇନେଇଛି। ଜିଲାର ପ୍ରାୟ ଅଧିକାଂଶ ପୂଜା ମଣ୍ଡପ ଗୁଡିକ ଜନଶୂନ୍ଯ ଦେଖାଦେଇଛି। ତେବେ ଦୋକାନ ବଜାର ଓ ପ୍ରତି ଘରେଘରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ଏତତ୍‌ବ୍ଯତୀତ ଘରମାନକଂରେ ଗୁର୍ଗାପୂଜା ସହ ଅନେକ ପରିବାରରେ ଦେବୀ ସରସ୍ୱତୀଙ୍କ ପୂଜା ଓ ମହିଳା ମାନେ ସୋମନାଥ ବ୍ରତ ପୂଜା ମଧ୍ୟ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande