ଆରଏସଏସର ଶତବାର୍ଷିକୀର ଅଭିନନ୍ଦନ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 2 ଅକ୍ଟୋବର (ହି.ସ.)- ଆରଏସଏସର ଶତବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସେବା ଓ ସମର୍ପଣର ୧୦୦ ବର୍ଷ, ରାଷ୍ଟ୍ରବାଦ ଓ ରାଷ୍ଟ୍ର ନିର୍ମାଣର ୧୦୦ ବର୍ଷ ଏବଂ ଭାରତୀୟ
ଆରଏସଏସର ଶତବାର୍ଷିକୀର ଅଭିନନ୍ଦନ ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 2 ଅକ୍ଟୋବର (ହି.ସ.)- ଆରଏସଏସର ଶତବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସେବା ଓ ସମର୍ପଣର ୧୦୦

ବର୍ଷ, ରାଷ୍ଟ୍ରବାଦ ଓ ରାଷ୍ଟ୍ର ନିର୍ମାଣର ୧୦୦ ବର୍ଷ ଏବଂ ଭାରତୀୟ

ସଂସ୍କୃତି ସୁରକ୍ଷାର ୧୦୦ ବର୍ଷ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଅବସରରେ

ହାର୍ଦ୍ଦିକ ଅଭିନନ୍ଦନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande