ସ୍ୱର୍ଗତଃ ରମେଶ ସ୍ୱାଇଁ ବନ୍ତର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ
ଭଦ୍ରକ, 20 ଅକ୍ଟୋବର (ହି.ସ.) - ବିଶିଷ୍ଟ ଶିକ୍ଷାବିତ୍‌, ଇଂରାଜୀ ପୁସ୍ତକ ରଚୟିତା, ଟିଲୋ ଏଥଲେଟିକ୍ ଏସୋସିଏସନର ପ୍ରଥମ ସଭାପତି ତଥା ଟିଲୋ ହାଇସ୍କୁଲର ଦିବଂଗତ ଶିକ୍ଷକ ୰ରମେଶ ସ୍ୱାଇଁଙ୍କ ୧୬ ତମ ଶ୍ରଦ୍ଧାଞ୍ଜଳୀ ଦିବସ ଅବସରରେ ଟିଲୋ ଠାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ବନ୍ତ ଥାନାଧିକାରିଣୀ ମ
ସ୍ୱର୍ଗତଃ ରମେଶ ସ୍ୱାଇଁ ବନ୍ତର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ


ଭଦ୍ରକ, 20 ଅକ୍ଟୋବର (ହି.ସ.) - ବିଶିଷ୍ଟ ଶିକ୍ଷାବିତ୍‌, ଇଂରାଜୀ ପୁସ୍ତକ ରଚୟିତା, ଟିଲୋ ଏଥଲେଟିକ୍ ଏସୋସିଏସନର ପ୍ରଥମ ସଭାପତି ତଥା ଟିଲୋ ହାଇସ୍କୁଲର ଦିବଂଗତ ଶିକ୍ଷକ ୰ରମେଶ ସ୍ୱାଇଁଙ୍କ ୧୬ ତମ ଶ୍ରଦ୍ଧାଞ୍ଜଳୀ ଦିବସ ଅବସରରେ ଟିଲୋ ଠାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ବନ୍ତ ଥାନାଧିକାରିଣୀ ମୋନାଲିସା କର ସ୍ୱର୍ଗତଃ ସାରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ରମେଶ ସାର ସ୍ମୃତି ସଂସଦର ସଭାପତି ମନମୋହନ ସାହୁ, ସମ୍ପାଦକ ମନୋଜ ସାହୁ, ଟିଲୋ ଏଥ୍‌ଲେଟିକ୍ ଏସୋସିଏସନର ସମ୍ପାଦକ ଅସିତ କର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲିଙ୍ଗରାଜ୍ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହରମୋହନ ବେହେରା, ଆଲୋକ ରାଉତ୍‌, ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୟାକତ୍ ଅଲ୍ଲୀ, ଦିଲ୍ଳିପ ନାୟକ, ରମାକାନ୍ତ ପାଣିଗ୍ରାହୀ, ବସନ୍ତ କର, ସତ୍ୟାନନ୍ଦ ବେହେରା, ଅବସରପ୍ରାପ୍ତ ଶ୍ରମ କମିଶନର ଅଭିମନ୍‌ୁ୍ୟ ଲେଙ୍କା, ସରପଚଂ ସଂଗ୍ରାମ ଜେନାଙ୍କ ସମେତ ବାସୁଦେବ ସ୍ୱାଇଁ , ହୃଷିକେଷ ସ୍ୱାଇଁ, ଉମେଶ ସ୍ୱାଇଁ, ଅମରଜିତ୍ ସ୍ୱାଇଁ, ପ୍ରତାପ ରାଉତ, ପର୍ଶୁରାମ ସାହୁ, ପ୍ରକାଶ ସ୍ୱାଇଁ, ସୁବ୍ରତ ପୃଷ୍ଟି, ସନ୍ତୋଷ ଧଳ, ମାଧବାନନ୍ଦ ବିଶ୍ୱାଳ, ରୁଦ୍ର ନାୟକ, ପବିତ୍ର ରାଉତ୍‌, ସରୋଜିନୀ ଲେଙ୍କା, ସଞ୍ଜୀବ ବେହେରା, ରଞ୍ଜନ ଚଣ୍ଡ, ଟୁଟୁ ପାତ୍ର, ମାନସ ସ୍ୱାଇଁ, ଅଜ୍ରୁ୍ରନ ପଢିଆରୀ, ଦୋଳ ଗୋବିନ୍ଦ ଲେଙ୍କା, ମଟୁଂ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande