ଭୁବନେଶ୍ୱର , ୨୦ ଅକ୍ଟୋବର (ହି.ସ.) - ବିଜେପି ପ୍ରାର୍ଥୀ ନିଜ ସ୍ୱର୍ଗତ ପିତାଙ୍କୁ ପ୍ରତାରଣା କରିଛନ୍ତି। ଯେଉଁ ଦଳରୁ ତାଙ୍କ ପିତା ବିଧାୟକ ହୋଇଥିଲେ ସେହି ଦଳ ଛାଡି ସେ ବିଜେପିରେ ମିଶିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ସେ କହିଛନ୍ତି ନୂଆପଡାରେ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସ୍ନେହାଙ୍ଗିନି ଛୁରିଆଙ୍କୁ ଭୋଟ ଦେବା ପାଇଁ ନିଷ୍ପତି କରି ସାରିଛନ୍ତି । ବିଜେପି ମହିଳା, କେନ୍ଦୁ ପତ୍ର ତୋଳାଳୀ ସମସ୍ତଙ୍କୁ ପ୍ରତାରଣା କରିଛି । ନୂଆପଡା ବାସୀ ଏହାର ଜବାବ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା