କଂଗ୍ରେସ ଭଲ ଭୋଟ ରେ ଜିତିବ - ସୁର ରାଉତରାୟ
ଭୁବନେଶ୍ୱର , ୨୦ ଅକ୍ଟୋବର (ହି.ସ.) - ନୂଆପଡା ଉପନିର୍ବାଚନରେ କଂଗ୍ରେସ ଭଲ ଭୋଟରେ ଜିତିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ। ଲୋକ ଘାସିରାମକୁ ଜିତେଇବା ପାଇଁ ମନସ୍ଥ କରି ସାରିଛନ୍ତି । ବିଜେଡି ନୂଆପଡା ବାହାରୁ ପଦ୍ମପୁର, ଖରିଆରରୁ ଲୋକ ଆଣି ରାଲି କରୁଛି ତେଣୁ ତାହା
କଂଗ୍ରେସ ଭଲ ଭୋଟ ରେ ଜିତିବ - ସୁର ରାଉତରାୟ


ଭୁବନେଶ୍ୱର , ୨୦ ଅକ୍ଟୋବର (ହି.ସ.) - ନୂଆପଡା ଉପନିର୍ବାଚନରେ କଂଗ୍ରେସ ଭଲ ଭୋଟରେ ଜିତିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ। ଲୋକ ଘାସିରାମକୁ ଜିତେଇବା ପାଇଁ ମନସ୍ଥ କରି ସାରିଛନ୍ତି । ବିଜେଡି ନୂଆପଡା ବାହାରୁ ପଦ୍ମପୁର, ଖରିଆରରୁ ଲୋକ ଆଣି ରାଲି କରୁଛି

ତେଣୁ ତାହାର କିଛି ପ୍ରଭାବ ପଡ଼ିବନି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande