୬୬ ପୋଲିସ ସହିଦ ଦିବସ ପାଳିତ
କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ୬୬ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦକ୍ଷିଣାଞ୍ଚଳ ଆଇଜି ଓ କେନ୍ଦୁଝର ଏସପି ଯୋଗ ଦେଇ ସହିଦ ରତନ ସିଂ ଙ୍କ ପର୍ତିମୃତିରେ ଫୁଲତୋଡ଼ା ଦେବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ପରେ ପୂର୍ବତନ
୬୬ ପୋଲିସ ସହିଦ ଦିବସ ପାଳିତ


କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ୬୬ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦକ୍ଷିଣାଞ୍ଚଳ ଆଇଜି ଓ କେନ୍ଦୁଝର ଏସପି ଯୋଗ ଦେଇ ସହିଦ ରତନ ସିଂ ଙ୍କ ପର୍ତିମୃତିରେ ଫୁଲତୋଡ଼ା ଦେବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ପରେ ପୂର୍ବତନ ପୋଲିସ କର୍ମଚାରୀ ଓ ସୈନିକଙ୍କ ସହ ଆଇଜି ଓ ଏସପି ମିଶିବା ସହ ଅନୁଭୂତି ବାଣ୍ଟିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande