ଡିଜିପିଙ୍କୁ ଭେଟିଲେ ବିଜେଡ଼ି ଟିମ୍
Bhubaneswar, 21 ଅକ୍ଟୋବର (ହି.ସ.) ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାୟୀ ବି ଖୁରାନିଆଙ୍କୁ ଭେଟି ଜଗତସିଂପୁର ଥାନା ଅଞ୍ଚଳରେ ବିଜେଡି କର୍ମୀ ତଥା ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ରଶ୍ମି ପରିଜାଙ୍କ ଉ
ଡିଜିପିଙ୍କୁ ଭେଟିଲେ ବିଜେଡ଼ି ଟିମ୍


Bhubaneswar, 21 ଅକ୍ଟୋବର (ହି.ସ.)

ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାୟୀ ବି ଖୁରାନିଆଙ୍କୁ ଭେଟି ଜଗତସିଂପୁର ଥାନା ଅଞ୍ଚଳରେ ବିଜେଡି କର୍ମୀ ତଥା ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ରଶ୍ମି ପରିଜାଙ୍କ ଉପରେ ବିଜେପି କର୍ମୀଙ୍କ ଦ୍ୱାରା ମାରାଣତଙ୍କ ଆକ୍ରମଣର ନିନ୍ଦା କରିବା ସହିତ ଦୁର୍ବୁର୍ତ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ। ଶ୍ରୀମତୀ ରଶ୍ମି ପରିଜା ଏବେ ଜଗତସିଂହପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଚିକିଶ୍ଚିତ ହେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande