ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ପବିତ୍ର
କାଳୀପୂଜାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର କାଳୀପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ।
ମା' କାଳୀ ଶକ୍ତି,
ସାହସ ଓ ବିଜୟର ପ୍ରତୀକ। ମା'ଙ୍କ ଆଶୀର୍ବାଦରୁ ଆମ ସମସ୍ତଙ୍କ ଜୀବନରୁ ଅଜ୍ଞାନତାର ଅନ୍ଧକାର ଦୂର ହେଉ ଏବଂ ଜ୍ଞାନର ଆଲୋକ
ପ୍ରକଟିତ ହେଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା