ବୁଧବାର ଅନ୍ନକୂଟ ପର୍ବରେ ବନ୍ଦ ହେବ ଗଙ୍ଗୋତ୍ରୀ ଧାମର ଦ୍ୱାର
ଉତରକାଶୀ, 21 ଅକ୍ଟୋବର (ହି.ସ.)- ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାର ଶୀତକାଳୀନ ଦ୍ୱାର ବନ୍ଦ ହେବାକୁ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଯାଇଛି। ଏଥର ଗଙ୍ଗୋତ୍ରୀ ଧାମର ଦ୍ୱାରଅନ୍ନକୂଟ ପର୍ବଅବସରରେ୨୨ ଅକ୍ଟୋବରଦିନଠିକ ୧୧:୩୬ ମିନିଟ୍‌ରେବନ୍ଦ ହେବ। ଏବର୍ଷ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ
ବୁଧବାର ଅନ୍ନକୂଟ ପର୍ବରେ     ବନ୍ଦ ହେବ ଗଙ୍ଗୋତ୍ରୀ ଧାମର ଦ୍ୱାର


ଉତରକାଶୀ, 21 ଅକ୍ଟୋବର (ହି.ସ.)- ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାର ଶୀତକାଳୀନ ଦ୍ୱାର ବନ୍ଦ ହେବାକୁ ପାଇଁ

ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଯାଇଛି। ଏଥର ଗଙ୍ଗୋତ୍ରୀ ଧାମର ଦ୍ୱାରଅନ୍ନକୂଟ ପର୍ବଅବସରରେ୨୨ ଅକ୍ଟୋବରଦିନଠିକ ୧୧:୩୬ ମିନିଟ୍‌ରେବନ୍ଦ ହେବ। ଏବର୍ଷ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ

ଧାମକୁ ପୂର୍ବବର୍ଷ ତୁଳନାରେ ଅଳ୍ପ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି। ଏପର୍ଯ୍ୟନ୍ତ ଉଭୟ ଧାମରେ୧୪,୦୧,୨୧୮ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି।

ନିର୍ଦ୍ଧାରିତ

କାର୍ଯ୍ୟକ୍ରମ ଅନୁଯାୟୀ ଯମୁନୋତ୍ରୀ ଧାମର କପାଟ ୨୩ ଅକ୍ଟୋବରଭାଇ ଦୂଜ ପବିତ୍ର ପର୍ବରେ ଦିନ ୧୨:୩୦ ମିନିଟ ସମୟରେବନ୍ଦ ହେବ। କେଦାରନାଥ ଧାମର କପାଟ ଏହି ଦିନ ସକାଳ ୮:୩୦ ମିନିଟ ସମୟରେ ବନ୍ଦ ହେବ। ବଦ୍ରିନାଥ

ଧାମର କପାଟ ୨୫ ନଭେମ୍ବରଦିନ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ

ବନ୍ଦ କରାଯିବ। ଏହି ବର୍ଷ ଯମୁନୋତ୍ରୀ ଧାମରେ ୬,୪୪,୨୦୮ଶ୍ରଦ୍ଧାଳୁ, ଗଙ୍ଗୋତ୍ରୀ ଧାମରେ ୭,୫୭,୦୧୦ଶ୍ରଦ୍ଧାଳୁ,ଦର୍ଶନ କରି ଧାର୍ମିକ ପୁଣ୍ୟ

ଅର୍ଜନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande