ପୋଲିସ ସ୍ମୃତି ଦିବସରେ ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ପୋଲିସ ସ୍ମୃତି ଦିବସରେ ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପୋଲିସ୍ ସ୍ମୃତି ଦିବସ’ ଅବସରରେ, ଦେଶପାଇଁ
ପୋଲିସ ସ୍ମୃତି ଦିବସରେ     ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ପୋଲିସ ସ୍ମୃତି

ଦିବସରେ ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପୋଲିସ୍ ସ୍ମୃତି ଦିବସ’ ଅବସରରେ, ଦେଶପାଇଁ ନିଜ

କର୍ତ୍ତବ୍ୟ ପାଳନ କରିବା ସମୟରେ ନିଜ ଜୀବନ ବଳିଦାନ ଦେଇଥିବା ସମସ୍ତ ସମର୍ପିତ ପୋଲିସ୍

କର୍ମଚାରୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି। ତାଙ୍କର ସତ୍ୟନିଷ୍ଠା ଓ ଦେଶପ୍ରତି ବିଶୁଦ୍ଧ ଭକ୍ତିଭାବ

ସର୍ବଦା ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande