ନଭେମ୍ବର 7ରେ ଦୁଇ ଦିବସୀୟ ଆସାମ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବିଶ୍ୱନାଥ, 21 ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ନଭେମ୍ବର ୭ ଓ ୮ ତାରିଖରେ ଦୁଇଦିନିଆ ଗସ୍ତରେ ଆସାମ ଆସିବେ। କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ୮ ତାରିଖରେ ବିଶ୍ୱନାଥ ଜିଲ୍ଲାର ଗହପୁର ଅଞ୍ଚଳର ଭୋଲାଗୁଡ଼ିରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି
ନଭେମ୍ବର 7ରେ ଦୁଇ ଦିବସୀୟ     ଆସାମ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ


ବିଶ୍ୱନାଥ, 21 ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ନଭେମ୍ବର ୭ ଓ ୮ ତାରିଖରେ ଦୁଇଦିନିଆ ଗସ୍ତରେ ଆସାମ ଆସିବେ।

କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ୮ ତାରିଖରେ ବିଶ୍ୱନାଥ ଜିଲ୍ଲାର ଗହପୁର ଅଞ୍ଚଳର ଭୋଲାଗୁଡ଼ିରେ ଏକ

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

କେନ୍ଦ୍ରୀୟ ମନ୍ତ୍ରୀ

ସୀତାରାମଣ,

ପ୍ରଥମ ଅସମୀୟା ଚଳଚ୍ଚିତ୍ର 'ଜୟମତୀ' ର ଚିତ୍ରାୟଣ ସ୍ଥଳୀ ଭୋଲାଗୁଡ଼ିରେ ନିର୍ମିତ ହେଉଥିବା ଶହିଦ କନକଳତା

ବରୁଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ। ପ୍ରାୟ ୭୪୦ ବିଘା ଜମିରେ ତିଆରି ହେଉଥିବା ଏହି

ରାଜ୍ୟ ସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଆସାମ୍ ସରକାର ପ୍ରଥମ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା

ବ୍ୟୟ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande