ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶନି ହତ୍ୟାକାଣ୍ଡ – ଅଭିଯୁକ୍ତକୁ ପଚରାଉଚରା
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) -ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶନି ହତ୍ୟାକାଣ୍ଡ ମାମଲା । ଝାରପଡା ଜେଲରେ ଅପର୍ଣ୍ଣାଙ୍କ ଅଭିଯୁକ୍ତ ସ୍ୱାମୀ ଦୀପକକୁ ପଚରାଉଚରା । ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୋଲିସ । 3ଘଣ୍ଟା ଧରି ଦୀପକଙ୍କୁ ଜେରା କଲା ଖୁଣ୍ଟ
ଶୁଭମିତ୍ରା ଓ ଅପର୍ଣ୍ଣା     ପ୍ରିୟଦର୍ଶନି ହତ୍ୟାକାଣ୍ଡ – ଅଭିଯୁକ୍ତକୁ ପଚରାଉଚରା


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)

-ଶୁଭମିତ୍ରା ଓ

ଅପର୍ଣ୍ଣା ପ୍ରିୟଦର୍ଶନି ହତ୍ୟାକାଣ୍ଡ ମାମଲା । ଝାରପଡା ଜେଲରେ ଅପର୍ଣ୍ଣାଙ୍କ ଅଭିଯୁକ୍ତ

ସ୍ୱାମୀ ଦୀପକକୁ ପଚରାଉଚରା । ଝାରପଡା ଜେଲରେ

ପଚରାଉଚରା କଲା ଖୁଣ୍ଟୁଣୀ ପୋଲିସ । 3ଘଣ୍ଟା ଧରି ଦୀପକଙ୍କୁ ଜେରା କଲା ଖୁଣ୍ଟୁଣୀ ପୋଲିସ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର

ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଜେରା କରାଯାଇଛି । କୋର୍ଟଙ୍କ ନିର୍ଦେଶରେ ଝାରପଡା ଜେଲରେ 3ଘଣ୍ଟା ଧରି ଦୀପକକୁ ପଚରା

ଉଚରା କରିଥିଲା ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande