ଗଞାମ, 21 ଅକ୍ଟୋବର (ହି.ସ.)ପିତଵାସ ପଣ୍ଡା ଙ୍କ ହତ୍ୟା ର ୧୬ଦିନ ହୋଇଯାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ପୁଲିସ , ହତ୍ୟା କାଣ୍ଡ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ପ୍ରଦାନ କରିବ ବୋଲି ଦକ୍ଷିଣାଞ୍ଚଳଆଇ ଜି ନିତି ଶେଖର ସୂଚନା ଦେଇଛନ୍ତି। ସମ୍ଭବତଃ ପୁଲିସ ଏହି ହତ୍ୟାକାଣ୍ଡ ର ସମ୍ପୁର୍ଣ୍ଣ ତଥ୍ୟ ହାସଲ କରିଛି। ତଥାପି ବର୍ତ୍ତମାନ ସୁଦ୍ଧା ୮ରୂ୯ଜଣ ରାଜନେତା, ଛାତ୍ରନେତାଓ ଅନେକ ଅପରାଧୀ ଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଜନସାଧାରଣ ,ପୁଲିସ ସାମ୍ବାଦିକ ସମ୍ମିଳନୀରେ କିଧରଣର ତଥ୍ୟ ଉଗାଳିବ ସେହି ଅପେକ୍ଷା ରେରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ